ପୋଡିଆ: ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକ କେନ୍ଦ୍ରରେ ସାପ କାମୁଡ଼ାରେ ଗୁରୁତର ଭାବେ ଆହତ ହୋଇଛନ୍ତି ଜଣେ ବ୍ୟକ୍ତି, ପ୍ରାଥମିକ ସ୍ୱାସ୍ଥ୍ୟ
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଜଣେ ବ୍ୟକ୍ତିଙ୍କୁ ସାପ କାମୁଡିଥିବାରୁ ଗୁରୁତର ଭାବେ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦାଖଲ ହୋଇଥିବା ଜଣାପଡିଛି। ତେବେ ଅପରାହ୍ଣ ସମୟରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଅପେକ୍ଷାକୃତ ଭଲ ଥିବା ଜଣାପଡ଼ଛି ।