ସିମୁଳିଆ: ମାର୍କୋଣା ଛକ ନିକଟରେ 108 ଜନନୀ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ଜଣେ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି,
Similia, Balasore | Sep 4, 2025
ଷଣ୍ଢକୁ ବଞ୍ଚେଇ ବାକୁ ଯାଇ ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଜଣେ ଗୁରୁତର ହୋଇ ସିମୁଳିଆ ମେଡ଼ିକାଲରେ ଭର୍ତ୍ତି l ସିମୁଳିଆ ଥାନା ଜାତୀୟ...