Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

ଦିଗପହଣ୍ଡି: ଦିଗପହଣ୍ଡି ସହରର ମୁଖ୍ଯ ବଜାର ଉପରେ ଥିବା ଏକ ଘରୋଇ ଗୋଦାମ ଆଗରେ ଚାଷୀଙ୍କ ଭିଡ ।

Digapahandi, Ganjam | Sep 27, 2025
ଗଞ୍ଜାମ ଜିଲ୍ଲାରେ ସାର ସମସ୍ୟା କମୁ ନାହିଁ । ଆଜି ଦିନ 11 ଘଣ୍ଟ ସମୟରେ ସାର ଅଭାବି ନେଇ ଦିଗପହଣ୍ଡି ସହରର ମୁଖ୍ଯ ବଜାର ଉପରେ ଥିବା ଏକ ଘରୋଇ ଗୋଦାମ ଅ।ଗରେ ଶାତିଧିକ ଚାଷୀଙ୍କ ଲମ୍ଵା ଲାଇନ ଲାଗିଥିବାର ଦେଖିବାକୁ ମିଳିଥିଲା । ଏପରି ହୋଇଥିଲା ଯେ କିଛି ସମୟ ପାଇଁ ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଁଚି ଘଟଣାକୁ ହସ୍ତଖେପ କରିଥିଲା ।

MORE NEWS