ରେଢାଖୋଲ: ତ୍ରୀବଣପୁର ଉଚ୍ଚ ବିଦ୍ୟାଳୟରେ ତିନି ଜଣ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ତ୍ରୀବଣପୁର ଉଚ୍ଚ ବିଦ୍ୟାଳୟରେ ତିନି ଜଣ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ତ୍ରିବଣପୁର୍ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଶୁକ୍ରବାର ସକାଳେ ତିନି ଜଣ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବହୁ ଆଡମ୍ବର ରେ ପାଳନ ହୋଇଯାଇଛି । ଏହି ସଭାରେ ପ୍ରଧାନ ଶିକ୍ଷକ କାଳୀଆ ଚରଣ କ୍ଷେତି, ସହକାରୀ ଶିକ୍ଷକ ଗିରିଧାରି ସାହୁ ,କ୍ଲର୍କ ହେମ ସାଗର ବାରିକ ଙ୍କ ଅବସର ସମୟ ହୋଇଯାଇଥିବାରୁ ତାଙ୍କୁ ତ୍ରିବଣପୁର ଗ୍ରାମର ଗ୍ରାମବାସୀ ବୃନ୍ଦ,ପୁରାତନ ଛାତ୍ର ଛାତ୍ରୀ, ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମିଶି ତାଙ୍କୁ