ସୋନପୁର: ସାରସମାଲ ଛକରୁ 6.200 ମିଲିଲିଟର ରନ୍ଧା ଦେଶି ମଦ ଶହ ଜଣେ ଅଭିଯୁକ୍ତ ଗିରଫ, ରାମପୁର ଥାନାରେ ମାମଲା ରୁଜୁ
Sonapur, Subarnapur (Sonepur) | Sep 8, 2025
ସୂଚନା ଅନୁସାରେ ଗତକାଲି ରାତିରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୋଲିସ ପାଟ୍ରୋଲିଙ୍ଗ କରୁଥିବା ବେଳେ, ସାରସମାଲ ଛକରୁ 6.200 ମିଲିଲିଟର ରନ୍ଧା...