ଝାରପୋଖରିଆ: ଛୁଆ ଡିମ କୁକୁରଦେବତା ଗ୍ରାମର ଲୋକ କୁକୁର ଧୋକାରେ ଗୁରୁତର
କୁକୁରଦେବତା ଗ୍ରାମର ଲୋକ କୁକୁର ଧୋକାରେ ଗୁରୁତର ଆଜି 2 ଟା ସମୟରେ କୁକୁର ଦେବତା ଗ୍ରାମର ପରେଶ ମହାନ୍ତ ନିଜ ବାଇକ ଯୋଗେ ବମ୍ବେଛକ ଅଭିମୁଖେ ଯାଉଥିବା ବେଳେ ଛୁଆଡିମ ବାଙ୍କ ନିକଟରେ ଗୋଟିଏ କୁକୁର ବାଇକ ଆଗକୁ ଡେଇଁ ପଡିବାରୁ ଭାରସାମ୍ୟ ହରାଇ ଡ୍ରେନରେ ପୋଡି ଯିବାରୁ ବାମ ହାତ ରେ ଆଘାତ ଲାଗିଛି ତେବେ ସ୍ଥାନୀୟ ଲୋକେ 108 କୁ ଯୋଗାଯୋଗ କରି ଶୀର୍ଷା ମେଡିକାଲ କୁ ପଠେଇ ଦେଇଛନ୍ତି ।