Public App Logo
Jansamasya
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
���ंगाल
New_delhi
No video available

କେନ୍ଦୁଝର ସହର: କାନଝାରୀ ଡ୍ୟାମ୍ ଛକ ନିକଟରେ ଟ୍ରଲର ପଛରେ ଧକ୍କା ଦେଇ କାର ଦୁର୍ଘଟଣା ଗ୍ରସ୍ତ, ୨ଗୁରୁତରଙ୍କୁ ମେଡ଼ିକାଲ ସ୍ଥାନାନ୍ତର

କେନ୍ଦୁଝର ଜିଲ୍ଲା ୨୦ନଂ ଜାତୀୟ ରାଜପଥ କାନଝାରୀ ଡ୍ୟାମ୍ ଛକ ନିକଟରେ ଆଜି ଦିବା ପ୍ରାୟ ୨ଘଟିକା ସମୟରେ ଦୃତ ଗତିରେ ଯାଉଥିବା ଏକ କାର ଗୋଟେ ଟ୍ରଲର ପଛରେ ଧକ୍କାଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । କାରଟି ଏକ ତୃତୀୟାଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ୨ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ତେବେ ଖବର ସଂଗ୍ରହ ଯାଏଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚିନଥିବା ନେଇ ସୂଚନା ରହିଛି ।