ପାଲଲହଡା: କଣିହାଁ ଠାରେ ଅଲ୍ ଓଡ଼ିଶା ଟ୍ରକ ମାଲିକ ମହାସଂଘ ଓ ଏନ ଟି ପି ସି ଆସ ଅଧିକାରୀ ବୈଠକ
କଣିହାଁ ଠାରେ କଣିହାଁ ଟ୍ରକ ମାଲିକ ସଂଘ, ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ,ଅଲ୍ ଓଡ଼ିଶା ଟ୍ରକ ମାଲିକ ମହାସଂଘ ଏବଂ ପରିବହନ ଏଜେନ୍ସି ଗୁଡ଼ିକର ପ୍ରତିନିଧିମାନଙ୍କ ମଧ୍ୟରେ ଏନ ଟି ପି ସି ଆସ ଅଧିକାରୀ ସହିତ କଣିହାଁ, ତାଳଚେର, ଅନୁଗୋଳ, କଣିହାଁ ବ୍ଲକ ଯାନଗୁଡ଼ିକୁ ପ୍ରଥମେ ପ୍ରାଥମିକତା ଲୋଡିଂ ଦେବା ପାଇଁ ଏହି ପ୍ରସଙ୍ଗରେ ଶନିବାର ଅପରାହ୍ନ ୪ ଘଟିକା ସମୟରେ ଗଙ୍ଗୋତ୍ରୀ ଗେଷ୍ଟ ହାଉସ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତାର ପ୍ରତିକ୍ରିୟା ।