ଢେଙ୍କାନାଳ ସଦର: ବିଦ୍ୟୁତ ବିଭାଗର ଚାଷିଙ୍କୁ ଚକାମୀ ଧରା ପଡିଲା, ଜିଲ୍ଲାପାଳଙ୍କୁ ଚାଷିଙ୍କ ଅଭିଯୋଗ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ହଳଦୀବାରି ଗ୍ରାମରୁ ୫୦ ରୁ ଉର୍ଦ୍ଦି ଚାଷିମାନଙ୍କୁ ବିଭୁତ ବିଭାଗ ଠକିଛି। ସେହି ବିଷୟରେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଜନ ଶୁଣାଣୀ ଶିବିରରେ ଅଭିଯୋଗ ପରେ, ଚାଷିଙ୍କ ଆଜି ମଧ୍ୟାହ୍ନ ୧୨ଟାରେ ପ୍ରତିକ୍ରିୟା ।