ରୋତର ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ “ମଧ୍ଯଯୁଗୀୟ ଓଡ଼ିଆ ସାହିତ୍ୟିକ ଆଦର୍ଶ” ବିଷୟରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବିଦ୍ୱାନ ଓ ଗବେଷକମାନେ ଯୋଗଦେଇ ମଧ୍ଯଯୁଗୀୟ ଓଡ଼ିଆ ସାହିତ୍ୟର ମୂଲ୍ୟବୋଧ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଏହି ଆଲୋଚନାଚକ୍ର ମାଧ୍ୟମରେ ଓଡ଼ିଆ ସାହିତ୍ୟର ଐତିହ୍ୟକୁ ନୂଆ ପିଢ଼ି ସମ୍ମୁଖରେ ଉପସ୍ଥାପନ