ସୋନପୁର: ହିକୁଡ଼ି ଆଇଟି ଆଇ ଠାରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ଆସନ୍ତୁ ଶୁଣିବା ଜିଲ୍ଲା ଏସପି ନାରାୟଣ ନାଏକ କଣ କହୁଛନ୍ତି।
କାମରୁ ଫେରିଲା ବେଳେ ଯୁବତୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ । ବୀରମହାରାଜପୁର ଥାନା ହିକୁଡ଼ି iti ପଛପଟେ ଘଟିଛି ଘଟଣା । ଟାଟା ମୋଟର ସର୍ଭିସ ସେଣ୍ଟରରେ କାମ କରୁଥିଲେ ଯୁବତୀ । ଅଭିଯୋଗ ପରେ ପୋଲିସର ତନାଘନା ଜାରି । ଦୁଇ ଜଣକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଏନେଇ ଆଜି ଦିନ ୩ଟାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିକ୍ରିୟା ନେଇଥିଲୁ ଆସନ୍ତୁ ଶୁଣିବା ସେ କଣ କହୁଛନ୍ତି।