କୋଟପାଡ: ବିଶାଳ ଗଣ ବିକ୍ଷୋଭ ନିମନ୍ତେ ବୈପାରୀଗୁଡା ଠାରୁ ଭୁବନେଶ୍ୱର ଅଭିମୁଖେ ବାହାରିଲେ ଶତାଧିକ ଏସୟୁସିଆଇ (କମ୍ୟୁନିଷ୍ଟ ) କର୍ମୀ l
Kotpad, Koraput | Nov 25, 2025 ବିଶାଳ ଗଣ ବିକ୍ଷୋଭ ନିମନ୍ତେ ଶତାଧିକ ଏସୟୁସିଆଇ (କମ୍ୟୁନିଷ୍ଟ ) କର୍ମୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି l ଆଜି ଅପରାହ୍ନ ଚାରିଟା ସମୟରେ ବୈପାରୀଗୁଡାରୁ ଏସୟୁସିଆଇ କର୍ମୀ ବାହାରିଛନ୍ତି l ଅବିଭକ୍ତ କୋରାପୁଟ ଜିଲ୍ଲାରୁ ନାରୀ ନିର୍ଯାତନା, ମଦ, ଅଶ୍ଳୀଳତା, ସ୍ମାର୍ଟ ମିଟର ବସାଇବା, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଆଦି କ୍ଷେତ୍ରର ସମସ୍ୟା ତଥା ସରକାରୀ ବିଦ୍ୟାଳୟ ବନ୍ଦ, ବିଦ୍ୟାଳୟ ମିଶ୍ରଣ, ଶ୍ରମିକ ବିରୋଧୀ ୪ ଶ୍ରମ କୋଡ, ସ୍କିମ୍ ଶ୍ରମିକଙ୍କ ସମସ୍ୟା, ଚାଷ ଜମି ଓ ଭିଟା ମାଟିରୁ ଉଚ୍ଛେଦ,ଦରଦାମ ବୃଦ୍ଧି, ଦୁର୍ନୀତି, ବେକାରୀ ସମସ୍ୟା ଆଦି ବିରୁଦ୍ଧରେ ଗଣ ବିକ୍ଷୋଅନୁଷହେବ