ନବରଙ୍ଗପୁର ପୋଲିସ ଷ୍ଟେସନ: ଫରେଷ୍ଟର ପ୍ରଦୀପ ଦାଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଝରୀଗାଁ ଠାରେ ରେଞ୍ଜରଙ୍କୁ ଦାବିପତ୍ର ପ୍ରଦାନ
Nabarangapur PS, Nabarangpur | Jul 25, 2025
ଚନ୍ଦାହାଣ୍ଡି ବ୍ଲକ ମୋହରା ସେକ୍ସନରେ କାର୍ଯ୍ୟରତ ଥିବା ପୂର୍ବତନ ଫରେଷ୍ଟର ପ୍ରଦୀପ କୁମାର ଦାଶଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ...