ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ପଦା ଜାମପାଲି ଅଞ୍ଚଳରେ ପ୍ରମିକା ଘର ସମ୍ମୁଖରେ ରହିଥିବା ଏକ ଗଛରୁ ପ୍ରମିକ ର ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ରାନିବନ୍ଧ ଅଞ୍ଚଳର ଧନେଶ୍ଵର ମହାନନ୍ଦିଆ ଙ୍କର ପୁଅ ବିକାଶ ମହାନନ୍ଦିଆ (୨୧) । ରାଜଗାଙ୍ଗପୁର ପୋଲିସ ମୃତ ଦେହ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।