ବାରିପଦା ମ୍ୟୁନିସିପାଲଟି: ରାଜ୍ୟସ୍ତରୀୟ ପୋଲିସ ଭଲିବଲ ଚମ୍ପିୟାନସିପରେ ମୟୁରଭଞ୍ଜକୁ ବ୍ରୋଞ୍ଜ ମେଡାଲ; ନିଜ ଅଫିସରେ ସମ୍ବର୍ଦ୍ଧିତ କଲେ ଆରକ୍ଷୀ ଅଧିକ୍ଷକ
Baripada M, Mayurbhanj | Jul 29, 2025
କଟକ ଠାରେ ଅନୁଷ୍ଠିତ ୭୭ ତମ ରାଜ୍ୟସ୍ତରୀୟ ପୋଲିସ ଭଲିବଲ ଚାମ୍ପିୟାନସିପରେ ମୟୁରଭଞ୍ଜ ପୋଲିସ ଟିମ ୫ମ ରାଉଣ୍ଡରେ ୪ର୍ଥ ଆଇ ଆର ବି ଏନ, ଦେଓଗଡ଼ କୁ...