ବରଗଡ: ଚକରକେନ୍ଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ କାଦୁଅ ପାଣି, ହନ୍ତସନ୍ତ ସ୍ଥାନୀୟ ଲୋକେ
Bargarh, Bargarh (Baragarh) | Jul 16, 2025
ଚକରକେନ୍ଦ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ କାଦୁଅରେ ଯାତାୟତ କରୁଛନ୍ତି ପଞ୍ଚାୟତ ବାସି | ବୁଧବାର...