ବରଗଡ: ପଞ୍ଚାୟତ କଲେଜ ଠାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମୃତ ଏଫଏମ କଲେଜ ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ନ୍ୟାୟ ପ୍ରଦାନ ପାଇଁ ଦାବି
Bargarh, Bargarh (Baragarh) | Jul 16, 2025
ବରଗଡ଼ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏଫ. ଏମ କଲେଜରେ ଆତ୍ମଦାହ କରିଥିବା ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନ୍ୟାୟ ଦାବି କରାଯାଇଛି |...