ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲା ସିପିଆଇଏମ କାର୍ଯ୍ୟାଳୟ ରେ କେରଳର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଭି. ଏସ୍.ଅଚ୍ୟୁତନନ୍ଦଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
Baleshwar M, Balasore | Jul 22, 2025
ସ୍ୱାଧୀନତା ସଂଗ୍ରାମୀ, କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେରଳ ବିଧାନସଭାର ଦୀର୍ଘ ସମୟ ଧରି ଥିବା ବିରୋଧୀ ଦଳ ନେତା ତଥା ବରିଷ୍ଠ ଜନନାୟକ...