ଆଳି: ଅରଙ୍ଗଳ ଗ୍ରାମରେ ବିଜୁଜନତା ଦଳ ତରଫରୁ ଏକ ସାଧାରଣ ବୈଠକରେ ଅନୁଷ୍ଠିତ,ଯୋଗ ଦେଲେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ
ଆଳି ବ୍ଳକ୍ ଅନ୍ତର୍ଗତ ଅରଙ୍ଗଳ ଗ୍ରାମରେ ସମୋବର ଅପରାହ୍ନରେ ୪ ଘଟିକା ସମୟରେ ଆଗାମୀ ସଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜୁଜନତା ଦଳ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ଅନୁଷ୍ଠିତ ହେଇଯାଇଛି ,ଏହି ବୈଠକରେ ଯୋଗ ଦେଲେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଦଳୀୟ କର୍ମୀ ମାନେ ।