ରାସ୍ତାଘାଟ ଠାରୁ ଆରମ୍ଭକର ବିଜୁଳୀ ଆଲୁଅ ଓ ପାନିୟ ଜଳ ଭଳି ସମସ୍ଯାରେ ଘାଣ୍ଟି ହେଉଥିବା ଘଷିପୁରା ବ୍ଲକ୍ ଆଦିବାସୀ ଅଧୁଷିତ ସାମୁକାନାଣ୍ଡି ପଞ୍ଚାୟତ ପାଇଁ ଆଜି ରହିଥିଲା ଏକ ଏୌତିହାସିକ ଦିନ ା ପୂର୍ବରୁ ନିଜ ସମସ୍ଯାର ସମାଧାନ ପାଇଁ ଦିର୍ଘ ୨୦ କିଲୋମିଟର ବ୍କକ୍ ମୁଖ୍ଯଳୟ କୁ ଦୈଡୁଥିଲେ ଲୋକେ ା ହେଲେ ଆଜି ପ୍ରଶାସନ ପହଁଞ୍ଚିଥିଲା ଲୋକଙ୍କ ପାଖରେ ା