ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ପୁଞ୍ଜିସିଲ ଠାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି। ନୂତନ ବର୍ଷ ପାଖେଇ ଆସୁଥିବା ସହ ଶୀତ ଋତୁ ସହ ଆଜି ରବିବାର ହୋଇଥିବା ରୁ ପର୍ଯ୍ୟଟକ ମଜା ନେଉଛନ୍ତି ପ୍ରକୃତିକ ପରିବେଶର। ଭୋଜିଭାତ ରାନ୍ଧିବା ସହ ଜଳକ୍ରୀଡ଼ାର ମଜା ନେଉଥିବା ଦିନ ୨ଟା ସମୟରେ ଦେଖିବାକୁ ମିଳିଛି