କୋଟପାଡ: ବତାସନା ଠାରେ ବ୍ଲକ ସ୍ତରୀୟ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି ଏହି ଅବସରରେ ଅତିଥି ଭାବେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ବିଧାୟକ ରୁପୁ ଭତ୍ରା
Kotpad, Koraput | Dec 14, 2025 କୋଟପାଡ଼ ବ୍ଲକ ଅନ୍ତର୍ଗତ ବତାସନା ଠାରେ ବ୍ଲକ ସ୍ତରୀୟ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି l ଏହି ଅବସରରେ ଅତିଥି ଭାବେ ଯୋଗ ଦେଇ ଅପରାହ୍ନ ୨ ଟା ସମୟରେ ପ୍ରତିକ୍ରିୟା ରଖିଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା l ସରକାରୀ ନିୟମ ଅନୁଯାଇ ଚାଷୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି l