ରେମୁଣା: ପବିତ୍ର କାଳୀ ପୂଜା ଶୁଭ ଅବସରରେ ସଦର ବ୍ଲକର ବିଭିନ୍ନ ପଞ୍ଚାୟତର ପୂଜା ମଣ୍ଡପରେ ମାଆ ଙ୍କ ଦର୍ଶନ କଲେ ବିଧାୟକ
ପବିତ୍ର କାଳୀ ପୂଜା ଶୁଭ ଅବସରରେ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକର ବିଭିନ୍ନ ପଞ୍ଚାୟତର ପୂଜା ମଣ୍ଡପରେ ମଙ୍ଗଳବାର ରାତ୍ରି ୮ଘଟିକାରେ ମାଆ ଙ୍କ ଦର୍ଶନ କରି କୃପା ଭିକ୍ଷା କରିବା ସହ ରେମୁଣା ବିଧାୟକ ଜଗତର କଲ୍ୟାଣ ନିମନ୍ତେ କାମନା କରିଥିଲେ।