ମନମୁଣ୍ଡା ଡାକ ବଙ୍ଗଳା ରେ ଠିକାଦାର ସଙ୍ଘ ଗଠିତ ଆଜି କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଠିକାଦାର ସଙ୍ଘ ମନମୁଣ୍ଡା ଡାକବଙ୍ଗଳା ଗଠିତ ହୋଇଛି ସର୍ବସମ୍ମିତି କ୍ରମେ ପୁରନ୍ଦର ବକ୍ସି ସଭାପତି ଭାବରେ ମନନୀତି ହୋଈଥିବା ବେଳେ ଉପସଭାପତି ଭାବରେ ଶିବ ଚାଉଲିଆ ସମ୍ପାଦକ ଅଶୋକ ବାରିକ କୋଷାଧକ୍ଷ ଶାନ୍ତନୁ ଥାଟୀ ଙ୍କ ଚୟନ କରାଯାଇଥିଲା I ଏବଂ ବିଭିନ୍ନ ସମ୍ପର୍କରେ ଆଲୋଚନା ହବା ସହ ସମସ୍ତେ ନିଜ ନିଜ ମତ ରଖିଥିଲେ I