ଶନିବାର କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଉଟା । ଠାରେ ଥିବା ସରକାରୀ ଏସ.ଏସ.ଡି ମାଧ୍ଯମିକ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଉତ୍ସ ଉତ୍ସବ ଆୟୋଜିତ ହେଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ ଶାନ୍ତ କୁମାର ପଣ୍ଡା ମିଶାଲ ସ୍ଥାପନ କରିବା ସହ ଅନୁଷ୍ଠାନର କ୍ରୀଡା ପତାକା ଉତୋଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ୧୦୦ ମିଟର, ୨୦୦ ମିଟର "୪୦୦ ମିଟର ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ଆଦି କ୍ରୀଡା ପ୍ରତିଯୋଗିତା ହେଇଥିଲା।