କୁନ୍ଦୁରା ବ୍ଲକ ଫୁଲଭଟା ଅଂଚଳରେ କମୁଛି ମେଲେରିଆ ରୋଗୀଙ୍କ ସଂଖ୍ୟା l କୋରାପୁଟର ୫ ଜଣିଆ ଏକ ଡାକ୍ତରୀ ଦଳ ଫୁଲଭଟା ଅଂଚଳ ରେ ରକ୍ତ ମାମୁନା ପରୀକ୍ଷା କରିଛନ୍ତି l ଆଜି ଅପରାହ୍ନ ୨ ଟା ସମୟରେ 35 ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥି ମଧ୍ୟରୁ ଜଣେ କେବଳ ମେଲେରିଆ ରେ ଚିନ୍ନଟ ହୋଇଛନ୍ତି l ଦିନେ ଫୁଲଭଟା ଅଂଚଳ ଜିଲ୍ଲାରେ ପଜିଟିଭ ରେ ଏକ ନମ୍ବର ଥିବା ବେଳେ ଆଜି କିନ୍ତୁ ମେଲେରିଆ ରୋଗୀଙ୍କ ସଂଖ୍ୟା କମିଛି l