ସୋନପୁର: ବୀରମହାରାଜପୁର ବ୍ଲକ ସଭାଗୃହରେ ସୋମବାର ଜିଲ୍ଲାପାଳ ଏବଂ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣୀ ହେବା ନେଇ ସୂଚନା
Sonapur, Subarnapur (Sonepur) | Jul 13, 2025
ଆସନ୍ତାକାଲି ବୀରମହାରାଜପୁର ବ୍ଲକ ସଭା ଗୃହରେ ଜିଲ୍ଲାପାଳ ଏବଂ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣୀ ହେବା ନେଇ ଆଜି ସଂନ୍ଧ୍ୟା ପ୍ରାୟ 6ଟା 30ମିନିଟ...