ରେଢାଖୋଲ: ବଡବାହାଳ ଛକ ନିକଟରେ ଟ୍ରକ ଧକ୍କାରେ ଅବସରପ୍ରାପ୍ତ ରେଞ୍ଜ ଅଧିକାରୀଙ୍କ ସହ 3 ଜଣ ଗୁରୁତର, ବୁର୍ଲା ସ୍ଥାନାନ୍ତର
Rairakhol, Sambalpur | Jul 23, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବଉଦ ରାସ୍ତାର ବଡବାହାଲ ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଟ୍ରକ ଧକ୍କାରେ 3 ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ...