ଗାନ୍ଧୀନଗର ସ୍ଥିତ ଆଶ୍ରମ ବିଦ୍ୟାଳୟ ଗସ୍ତ କଲା କଂଗ୍ରେସ ଦଳ, ବିଦ୍ୟାଳୟ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା l ଆଜି ଅପରାହ୍ନ ୨ ଟା ସମୟରେ ଆଶ୍ରମ ବିଦ୍ୟାଳୟ ଗସ୍ତ କଲା କଂଗ୍ରେସ ଦଳ l କୋଟପାଡ଼ କଂଗ୍ରେସର ୭-ଜଣିଆ ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍ର କୋଟପାଡ଼ ଗାନ୍ଧୀନଗର ଆଶ୍ରମ ବିଦ୍ୟାଳୟ ଗସ୍ତ ସହ ମୃତ ଛାତ୍ରଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ l