ପୁରୀ ମ୍ୟୁନିସିପାଲଟି: ସତ୍ୟବାଦୀ: କଣାସ ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ବାନପୁର ଗ୍ରାମରେ ଅଗ୍ନିକାଣ୍ଡ, ଘଟଣାସ୍ଥଳ ପରିଦର୍ଶନ କଲେ ସ୍ଥାନୀୟ ବିଧାୟକ
Puri M, Puri | Jul 13, 2025
ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକର ବଡାଲ ପଂଚାୟତ ଖୁଣ୍ଟିଆ ବାନ ପୁର ଗ୍ରାମର ଲକି ସାମନ୍ତରାୟଙ୍କ ଘରେ ଗତକାଲି ରାତି ଗୋଟାଏରେ...