ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ସୋନପୁର ଜିଲ୍ଲା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, ଦେଶ ରେ ବଢୁଥିବା ସାମ୍ପ୍ରତିକ ଦଙ୍ଗା, ବାଙ୍ଗଲାଦେଶୀ ଙ୍କୁ ପ୍ରଶାସନ ଦ୍ୱାରା ଚି଼ହ୍ନଟ, ତାଙ୍କୁ ଦେଶ କୁ ଅନ୍ତର କରିବା ପାଇଁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ସ୍ଥାନୀୟ ନଳିନୀ ଛକ ରୁ ରେ ବାହାରି ନଗର ପରିକ୍ରମା ପରେ ବିଜୁ ପଟ୍ଟନାୟକ ଛକ ରେ ବିକ୍ଷୋଭ ପ୍ରଦର୍ଶନ କରାଗଲା, ଏହି ବିକ୍ଷୋଭ ପ୍ରଦର୍ଶନରେ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଅଂଶୁମାନ ପଣ୍ଡା, ଜିଲ୍ଲା ସହ ସଂଯୋଜକ ସୁବ୍ରତ କୁମାର ବାରିକ , ବଜରଙ୍ଗ ଦଳସୋନପୁର ନଗର ସଂଯୋଜକ ହରି ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ।