ନୂଆଗାଁ: ଚିକିଟିରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଓ ସ୍ୱଚ୍ଛତା ପକ୍ଷ ପାଳନ, ଯୋଗଦେଲେ ବିଧାୟକ
Nuagaon, Ganjam | Sep 17, 2024 ଚିକିଟିଠାରେ ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି l ଏଥି ସହିତ ସ୍ୱଛତା ପକ୍ଷ ପାଳନର ଶୁଭାରମ୍ଭ କରାଯାଇଛି l କାର୍ଯ୍ୟକ୍ରମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l