ସୂଚନା ଅନୁସାରେ ଆଜି ସକାଳ ପ୍ରାୟ 8 ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମ ନିକଟରେ ଏକ ପିକନିକ ବସ ଦୁର୍ଘଟଂଗ୍ରସ୍ତ ହୋଇଛି,ଫଳରେ ବସରେ ଥିବା 40 ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ପ୍ରାୟ 20 ଜଣ ଆହତ ହୋଇଥିବା ବେଳେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ସୂଚନା ମିଳିଛି l