ପୁରୀ ମ୍ୟୁନିସିପାଲଟି: ଚନ୍ଦନପୁର ଥାନା ଅଧୀନ ସିରୁଳି ମହାବୀର ଅଞ୍ଚଳରେ ଜଣେ ମହିଳାଙ୍କୁ ଶନିବାର ଗାଁ ଦାଣ୍ଡରେ ଆକ୍ରମଣ ହୋଇଥିବା ଥାନାରେ ଏତଲା।
Puri M, Puri | Jul 26, 2025
ସିରୁଳି ମହାବୀର ଅଞ୍ଚଳରେ ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ଆକ୍ରମଣ ହୋଇଛି । ଶନିବାର ସନ୍ଧ୍ୟା ୫ଟାରେ ମହିଳାଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା...