ଜୁନାଗଡ: ଅଜଣା ବାଇକ୍ ଧକ୍କା ରେ ଜଣେ ବାଇକ ଆରୋହୀ ଗୁରୁତର
ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ବିଜୁ ଏକ୍ସପ୍ରେସ ରାସ୍ତାରେ ଘଟିଛି ଏକ ସଡ଼କ ଦୁର୍ଘଟଣା। । ଅଜଣା ବାଇକ ଧକ୍କା ରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଥିଲେ। ଗୁରୁତର ବାଇକ ଆରୋହୀ ଜଣକ ହେଲେ କୋତମେର ଗାଁ ର ସନୁର୍ଜ୍ୟ ମାଝୀ। ଘଟଣା ସ୍ଥଳକୁ ଦମକଳ ଗାଡ଼ି ପହଞ୍ଚି ଗୁରୁତର ବ୍ୟକ୍ତି କୁ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ହସ୍ପିଟାଲ କୁ ନେଇଥିଲେ।