ବୀରମହାରାଜପୁର: ଫୁଲମୁଠି ଛକ ନିକଟ ମାରୱାଡି ଗୁଠ ଠାରେ ବାଇକ ଏବଂ ସାଇକିଲ ମଧ୍ୟରେ ଧକା , ଜଣେ ଗୁରୁତର, ଦୁଇ ଆହତ
ବିନିକା ଥାନା ଅନ୍ତର୍ଗତ ଫୁଲମୁଠି ଛକ ନିକଟ ମାରୱାଡି ଗୁଠ ଠାରେ ଆଜି ସଂନ୍ଧ୍ୟା ପ୍ରାୟ 6ଟା ସମୟରେ ବାଇକ ଏବଂ ସାଇକିଲ ମଧ୍ୟରେ ଧକା ହୋଇଛି l ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିବା ଜଣାପଡିଛି l ଗୁରୁତର ଜଣକ ଗଦାଧର ପୁଟେଲ ଏବଂ ଆହତ ହେଲେ ଗଦାଧର ପତ୍ନୀ ରୁକ୍ମିଣୀ ଏବଂ ସାଇକିଲ ଆରୋହୀ ଜୟରାମ ପାଣ୍ଡେ l ସୂଚନା ଅନୁସାରେ ଉଭୟ ଦମ୍ପତି ଏକ ବାଇକ ଯୋଗେ ନିଜ ଗ୍ରାମ ଫୁଲମୁଠିକୁ ଫେରୁଥିବା ବେଳେ ଜୟରାମ ଏକ ସାଇକିଲ ଯୋଗେ ଆସୁଥିବା ବେଳେ ଉକ୍ତ ସ୍ଥାନରେ ବାଇକ ଏବଂ ସାଇକିଲ ମୁହାଁ ମୁହିଁ ହୋଇଥିଲା l ଫଳରେ ସମସ୍ତେ ଛିଟିକି ପଡ଼ିଥିଲେ l ଘଟଣା ସ୍ଥଳରୁ ସ