ନର୍ଲା: ନର୍ଲା ଥାନା ଅଞ୍ଚଳର ଦୁଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ଥାନାରେ ଅଭିଯୋଗ ଘଟଣା ଆଜି ଉଭୟ ପକ୍ଷ ଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ସୂଚନା
Narala, Kalahandi | Jul 25, 2025
ଗତ କିଛି ଦିନ ତଳେ ନର୍ଲା ଥାନା ଅଞ୍ଚଳର ଜଣେ ବିବାହିତ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲେ ଏଥିରେ ସ୍ତ୍ରୀ ସ୍ଵାମୀ ଙ୍କ ନାମରେ ଥାନରେ...