ସୋନପୁର: ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ବିଦ୍ୟାଳୟ କଳାପଥର ଠାରେ ବାର୍ଷିକ କ୍ରୀଡା 2025-26 ପାଳିତ ହୋଇ ଯାଇଛି
ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ବିଦ୍ୟାଳୟ କଳାପଥର ଠାରେ ବାର୍ଷିକ କ୍ରୀଡା 2025-26 ମଙ୍ଗବାର ଦିନ ସକାଳ ୧୦ଟାରେ ଉଦଘାଟିତ ହୋଇ ଯାଇଛି।ଏହି ବାର୍ଷିକ କ୍ରିଡା ଉତ୍ସବ ରେ ସଦର ଉପଜିଲ୍ଲାପାଳ ଡ଼.ସୋମ୍ୟରୁପା ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଧାଟନ କରିଥିଲେ।ସମ୍ମାନୀତ ଅତିଥି ଭାବରେ ଡିଏସୋ ଚିତ୍ତରଞ୍ଜନ ମିଶ୍ର ଯୋଗ ଦେଇ ଦେଇଥିଲେ।