ସତ୍ୟବାଦୀ: ହରଷ ପଡ଼ା ଗ୍ରାମର ବିଜେପି କର୍ମୀ କେଶବ ଦଳେଇଙ୍କୁ ହତ୍ୟା ମାମଲା, ମୃତକଙ୍କ ପରିବାରକୁ ଭେଟିଲେ ସ୍ଥାନୀୟ ବିଧାୟକ
Satyabadi, Puri | Jul 22, 2025
ଗତ ଗୁରୁବାର ରାତିରେ କଣାସ ବ୍ଲକ୍ ଅନ୍ତର୍ଗତ ହରଷ ପଡ଼ା ଗ୍ରାମର ବିଜେପି କର୍ମୀ କେଶବ ଦଳେଇଙ୍କୁ ଜମି ଜମା ବିବାଦକୁ ନେଇ ହତ୍ୟା କରାଯାଉଥିଲା।...