ରାଜକନିକା ଯୋଗାଣ ବିଭାଗ କାର୍ଯ୍ୟାଳୟ ରେ ଅନିୟମିତତା ଓ ଜାଲିୟାତି ବିରୁଦ୍ଧରେ ସୂଚନା ଅଧିକାର ଆଇନି ବଳରେ RTI କର୍ମୀ ସୁଶାନ୍ତ ତଥ୍ୟ ମାଗି ବିଫଳ ହେବାପରେ ପ୍ରଥମ ଅପିଲ ରାଜକନିକା ବିଡ଼ିଓଙ୍କୁ କରି ନିରାଶ ହୋଇ ଆଜି ପୁଣି ବଡ଼ିଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ପ୍ରତିକ୍ରିୟା ରଖିଲେ ସୁଶାନ୍ତ ଉତ୍ତରରେ ପ୍ରତିକ୍ରିୟା ଦେଲେ ରାଜକନିକା BDO