ରାଉରକେଲା ମ୍ୟୁନିସିପାଲଟି: ୧୭ତାରିଖ କଂଗ୍ରେସର ବନ୍ଦ ଡାକରାରେ ସ୍କୁଲ,କଲେଜ,ପୋଷ୍ଟ ଅଫିସ,ବ୍ୟାଙ୍କ, ଇନ୍ସୁରାନ୍ସ ଅଫିସ, କଂଗ୍ରେସ ବନ୍ଦ ଡାକରା ସଫଳ ହୋଇଛି
Raurkela M, Sundargarh | Jul 17, 2025
ଜୁଲାଇ ୧୭ ତାରିଖ, କଂଗ୍ରେସ ତରଫରୁ ବନ୍ଦ ଡାକରାରେ ସେକ୍ଟର -୧, ଶକ୍ତିନଗର, ଜଗଦା, ଝିରପାଣି ଇତ୍ୟାଦି ବନ୍ଦ ଥିବା ଦେଖାଯାଇଥିଲା, ଏହି ଅବସରରେ...