ଓରିଏଣ୍ଟ: ସେଲ୍ଫି ହେଲା କାଳ, ମହାଦେବପାଳି ଶିବ ମନ୍ଦିର ନିକଟରେ ଭେଡେନ ନଦୀ ସ୍ରୋତ ରେ ଭାସି ନିଖୋଜ ହେଲେ ଜଣେ ବ୍ୟାଙ୍କ କର୍ମଚାରୀ
Orient, Jharsuguda | Jul 17, 2025
ସେଲ୍ଫି ହେଲା କାଳ, ନଦୀ ସ୍ରୋତ ରେ ଭାସି ନିଖୋଜ ହେଲେ ଜଣେ ବ୍ୟାଙ୍କ କର୍ମଚାରୀ। ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ମହାଦେବପାଳି...