ଟିଟିଲାଗଡ଼ ଲିଓ କ୍ଲବ ତରଫରୁ ଆନ୍ତ ସ୍କୁଲ କ୍ରିକେଟ ଟୁର୍ଣ୍ଣ। ମେଣ୍ଟରେ ସେଣ୍ଟ ଆନି ସ୍କୁଲକୁ ହରାଇ ଓମ ଭ୍ୟାଲି ବିଜୟୀ ଟିଟିଲାଗଡ - ଟିଟିଲାଗଡ ଲିଓ କ୍ଲବ ତରଫରୁ ସ୍ଥାନୀୟ ଚାହାରଭଟା ସ୍ଥିତ ଓମ ଭ୍ୟାଲି ସ୍କୁଲର ଖେଳ ପଡିଆ ଠାରେ ଦ୍ୱିତୀୟ ବର୍ଷରେ ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଟିଟିଲାଗଡ଼ ସହରର ଆଠଟି ସ୍କୁଲ ଅଂଶ ଗ୍ରହଣ କରିଥିବା ବେଳେ ଶନିବାର ଚାରିଟି ଲିଗ୍ ମ୍ୟାଚ ଖେଳି ଚାରୋଟି ଟିମ୍ ସେମି ଫାଇନାଲରେ ପ୍ରଵେଶ କରିଥିଲେ। ଶନିବାର ସେମି ଫାଇନାଲ ଖେଳି ସେଣ୍ଟ ଆନୀ ସ୍କୁଲ ଓ ଓମ ଭ୍ୟାଲି ସ୍କୁଲ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା