କୋଟପାଡ: କୁନ୍ଦୁରାରେ ଭାଲୁ ଆତଙ୍କ, ଲୋକଙ୍କୁ ସଚେତନ କଲା ବନ ବିଭାଗ l
Kotpad, Koraput | Nov 24, 2025 କୁନ୍ଦୁରାରେ ଭାଲୁ ଆତଙ୍କ, ଲୋକଙ୍କୁ ସଚେତନ କଲା ବନ ବିଭାଗ l ଆଜି ସନ୍ଧ୍ୟା ସାତୋଟା ସମୟରେ କୁନ୍ଦୁରା ଠାରେ ଏଭଳି ଦେଖିବାକୁ ମିଳିଛି l ବନ ବିଭଗ ପକ୍ଷରୁ ଡାକ ବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କୋରାଯଉଛି lଖାଦ୍ୟ ଅନେୱଷଣ ରେ କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ, ଥାନା ଓ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖ ଦେଇ ମୁଖ୍ୟ ଛକ , ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର, କାଳିଆକାଦ, ନୂଆଗୁଡା, ସାଗରଗୁଡା ମୁହାଁ ହେଉଛନ୍ତି ଭାଲୁ । ଲୋକକ ଧନଜୀବନ ସୁରକ୍ଷା ଦୃଷ୍ଟିରୁ ସନ୍ଧ୍ୟା ହେଲେ ଗାଁଲୋକେ ହାତରେ ବାଡ଼ି ଧରି ଗାଁ ମୁଣ୍ଡରେ ଭାଲୁ ଜଗୁଛନ୍ତି ।