ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ନଦା ଉଚ୍ଚ ବିଦ୍ୟାଳୟ ରେ ଛାତ୍ର/ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ରେ ଶୁଖିଲା ଭାତ ଦିଆ ଯାଉଥିବା ନେଇ ସୋସିଆଲ ମିଡିଆରେ ଏହି ଦୃଶ୍ୟ ପ୍ରଚାର ହେଉଛି। ଏଥିରେ ଛାତ୍ର ଛାତ୍ରୀ ମାନଙ୍କ ଥାଳି ରେ କେବଳ ଭାତ ଦିଆ ଯାଇଥିବା ବେଳେ ସେମାନେ କେବଳ ଭାତ ଖାଉଥିବାର ଦେଖା ଦେଉଛି।