ବୁଧବାର ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଏକ ଦଳ ଅଚାକନ ପହଂଚି ଥିବା ବେଳେ ଦୋକାନୀ ମଧ୍ୟ ରେ ଛାନିଆ ପଶି ଯାଉଛି l ବୁଧବାର ହାଟ ବାରି ରହିଥିବା ବେଳେ ଖାଦ୍ୟ ସୁରକ୍ଷା ଦଳ ପହଂଚି ବା ନେଇ ହଡକମ୍ପ ହୋଇଥିଲା l ତେବେ ଖାଦ୍ୟ ସୁରକ୍ଷା ଅଧିକାରୀ କୁମାରୀ ପଙ୍କଜିନି ଦେହୁରୀଆ, ତ୍ରିଲୋଚନ ବେନି ଉଭୟ ବିଭିନ୍ନ ଚା ଦୋକାନ ହୋଟେଲ, ଡ଼ାବା, କିରାନା ଦୋକାନ ଉପରେ ଚ ଡ଼ା ଉ କରିଥିଲେ l