ବୁଧବାର ଦିନ ସାଢେ ୧୧ଟା ବେଳେ ଧର୍ମଗଡ ଯାଦବ ସମାଜ ପକ୍ଷରୁ ପୂର୍ବତନ ଜିଲ୍ଲା ଯାଦବ ମହାସଭାର ସଭାପତି ଡମ୍ବରୁଧର ରୁଧର ଲହଜଲଙ୍କ ଲହଜ ନେତୃତ୍ବରେ ପ୍ରମୋଦ ହଂସ, ଜିଲ୍ଲା ଯୁବ ଯାଦବ ଜିଲ୍ଲା ଉପସଭାପତି ଡାକେ ଲହଜଲ, ଗୋଲାମୁଣ୍ଡା ବ୍ଲକ ସଭାପତି ଗିରିଧାରୀ ତେଜି. ଜୁନାଗଡ ବ୍ଳଳ ସଭଆପତି ଗୌର ହରି ବାଗ, କୋକସରା ବ୍ଳକ ସଭାପତି ସୁନ୍ଦର ବେହେରା, ଲିଙ୍ଗରାଜ ବେହେରା, ସତ୍ୟ ନାରାୟଣ ବିଶି, ନଳିନୀ ରାଉତ, ଅନିରୁଦ୍ଧ ଲହଜଲ ଦୈତାରୀ ବାଗବଳରାମ ଲହଜଲ, ଲବଣୀ ଯାଦବ, ରାଜେଶ ବଗର୍ତି ପ୍ରମୁଖ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ଦ୍ବାରସ୍ଥ ହେଇଛନ୍ତି।