ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ବିଶ୍ୱ ଏଡ୍ସ ଦିବସ ପାଳନ କୁ ନେଇ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମହେଶ ମୋହନ ପଣ୍ଡାଙ୍କ ପ୍ରତିକ୍ରିୟା
ଝାରସୁଗୁଡା ଜିଲ୍ଲାରେ ବିଶ୍ୱ ଏଡ୍ସ ଦିବସ ପାଳନ କୁ ନେଇ ପ୍ରତିକ୍ରିୟା ରଖିଲେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମହେଶ ମୋହନ ପଣ୍ଡା। ପ୍ରତିବର୍ଷ ଡିସେମ୍ବର ଏକ ତାରିଖକୁ ବିଶ୍ୱ ଏଡ଼ସ ଦିବସ ଭାବରେ ପାଳନ କରାଯାଉଥିବା ବେଳେ ଏବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ପାଳନ କରାଯାଉଛି। ଏହା ସହିତ ଜନସାଧାରଣ ଙ୍କୁ ଏଡ୍ସ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରେଲି ଆୟୋଜନ କରାଯାଇଥିବା ନେଇ ଆଜି ସାଢେ ଦଶଟା ସମୟରେ ପ୍ରତିକ୍ରିୟାରେ କହିଛନ୍ତି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମହେଶ ମୋହନ ପଣ୍ଡା।