ପିପିଲି: ପିପିଲି ବାଇପାସ ରାସ୍ତା ରେ ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଲୁଟ ମାମଲା, ୨ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ
Pipili, Puri | Jul 29, 2025
ଗତ ମାସ ୬ତାରିଖ ସଂଧ୍ୟା ୭ଟାରେ ଭୁବନେଶ୍ଵର ଡୁମୁଡୁମା ଅଞ୍ଚଳର ପ୍ରମୋଦ ମହାରଣା ପୁରୀରୁ ଭୁବନେଶ୍ଵର ବାଇକ ଯୋଗେ ଫେଗୁଥିଲା ବେଳେ ପିପିଲି...