ଜଳେଶ୍ବର: ରାଇବଣିଆ ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ବିଦ୍ଯାଳୟର ଗଣିତ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ
Jaleswar, Balasore | Jul 21, 2025
ନବମ ଶ୍ରେଣୀ ଛାତ୍ରୀ ଙ୍କୁ ଅସାଦାଚରଣ ଅଭିଯୋଗ ରେ ବିଦ୍ଯାଳୟର ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଙ୍କୁ ଅଟକ ରଖିଛି ପୋଲିସ, ବାଲେଶ୍ବର ଜିଲ୍ଲା...